ବିନା ଡାଉନପେମେଣ୍ଟରେ ମାତ୍ର ୨୧,୯୦୦ ଟଙ୍କାରେ ଘରକୁ ନେଇ ଆସନ୍ତୁ ଏହି ଦମଦାର କାର, KIAରେ ମିଳୁଛି ଏଭଳି ଅଫର
ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଋଣ ନେଇ ନୂଆ କାର କିଣିବାର ସ୍ୱପ୍ନକୁ ପୂରା କରନ୍ତି । କିନ୍ତୁ ବେଳେବେଳେ ଅଧିକ ଡାଉନ୍ ପେମେଣ୍ଟ କାରଣରୁ ସେମାନେ ନୂଆ କାର କିଣିବାର ଇଚ୍ଛାକୁ ଭୁଲି ଯାଆନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ବି ଡାଉନ୍ ପେମେଣ୍ଟ୍ ବିନା ଏକ କାର୍ ଘରକୁ ଆଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ସୁଯୋଗ । ଏବେ ବିନା ଡାଉନ ପେମେଣ୍ଟରେ ବି ଆପଣ ନିଜ ଘର ପାଇଁ କାର କିଣି ପାରିବେ ।…
Read More...