Browsing Tag

live in relationship

ପୁଅ ଝିଅ ତ ଗୋଟେ ବେଡରୁମରେ ରହୁଛନ୍ତି, କିନ୍ତୁ ଜାଣିଛନ୍ତି କି କେବେ ଠାରୁ ଆରମ୍ଭ ହୋଇଛି ଏହି ଲିଭ ଇନ୍‌ ରିଲେସନସିପ୍‌

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଲୋକଙ୍କ କହିବା କଥା ଯେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ ଏକ ସାମାଜିକ ଓ ସାସ୍କୃତି ପରିବର୍ତ୍ତନର ଆରମ୍ଭ । ଯାହା ଭାରତୀୟ ସମାଜରେ ଏକ ନୂଆ ସମ୍ପର୍କ ଗଢିବାର ଦୃଷ୍ଟିକୋଣକୁ ବଦଳାଇ ଦେଇଛି । ତେବେ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ର ଆରମ୍ଭ ବିଭିନ୍ନ କାରଣରୁ…

ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍‌ କୋର୍ଟଙ୍କୁ ଦାବି; ଆବେଦନକାରୀ ଦର୍ଶାଇଲେ…

ଲିଭ୍‌-ଇନ୍ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମ କୋର୍ଟଙ୍କୁ ଦାବି କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାକର ଓ ନିକ୍କି ଯାଦବଙ୍କ ହତ୍ୟା ମାମଲା ଦର୍ଶାଯାଇଛି। ଆବେଦନରେ କୁହାଯାଇଛି ଯେ, ଗୋପନୀୟ ତରିକାରେ ଚାଲିଥିବା ଏମିତି ସମ୍ପର୍କ…

ପିଶାଚ ପ୍ରେମିକ ଆଫତାବର କ୍ରୁରତା ବିଷୟରେ ପୋଲିସକୁ କହିବେ ଶ୍ରଦ୍ଧାଙ୍କ ଦୁଇ ବନ୍ଧୁ, ମୁମ୍ବାଇରୁ ଦିଲ୍ଲୀକୁ ଡାକିଲା…

ଦିଲ୍ଲୀରେ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ମହାରାଷ୍ଟ୍ରରେ ଥିବା ଶ୍ରଦ୍ଧାଙ୍କ ଘନିଷ୍ଠ ବନ୍ଧୁଙ୍କ ବୟାନ ପାଇଁ ପୋଲିସ ଡାକିଛି । ଦିଲ୍ଲୀ ପୋଲିସ ଶ୍ରଦ୍ଧାର ଦୁଇ ବନ୍ଧୁ ଗୋଡଓ୍ଵିନ ଏବଂ ରାହୁଲ ରୟଙ୍କୁ ପଚରାଉଚରା…

ବିବାହିତ ବ୍ୟକ୍ତି ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହିପାରିବେ କି? ଜାଣନ୍ତୁ କ’ଣ କହୁଛି ଆମ ଆଇନ୍‌

ଦୁନିଆ ଯେତିକି ଯେତିକି ଆଗକୁ ବଢ଼ୁଛି ଲୋକମାନଙ୍କ ଚାଲି ଚଳଣି ସେତିକି ଉନ୍ନତ ହେଉଛି। ଏବେ ଆମ ସାମାଜିକ ବିଧିବ୍ୟବସ୍ଥା ମଧ୍ୟରେ ବିବାହ ବ୍ୟତୀତ ନୂଆ ଗୋଟିଏ ନାଁ ଯୋଡ଼ି ହୋଇଛି। ତାହା ହେଉଛି ‘ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌’। ଏହି ସମ୍ପର୍କରେ ରହିବାକୁ ନିକଟରେ କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି।…

ଲିଭ-ଇନ ପରେ ଜନ୍ମ ହେଲା ଝିଅ, ଏବେ ପ୍ରେମିକକୁ ଛାଡ଼ି ଅନ୍ୟ ଜାଗାରେ ବାହା ହେବାକୁ ତୟାର ପ୍ରେମିକା; ନ୍ୟାୟ ପାଇଁ…

କଟକ : ୪ ବର୍ଷର ଲିଭ ଇନ ରିଲେସନସିପରେ ରହିବା ଭିତରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା, କିନ୍ତୁ ଏବେ ମା ଛୁଆକୁ ଆପଣାଇବାକୁ ନାରାଜ, ଏମିତିକି ପ୍ରେମିକକୁ ମଧ୍ୟ ମିଥ୍ୟା ଅଭିଯୋଗରେ ଫସାଇବାକୁ ଧମକ ଦେଉଛି, ଏନେଇ ସମ୍ପୃକ୍ତ ପ୍ରେମିକଙ୍କ ଅଭିଯୋଗ ଆଧାରରେ ୧୦ ଦିନ ମଧ୍ୟରେ ଆଇନ ଅନୁଯାୟୀ…

ବିବାହର ପ୍ରଲୋଭନ ଦେଖାଇ ଲିଭ୍ ଇନ୍ ରିଲେସନ୍ ତାପରେ ମିଳିଲା ଧୋକା, ଏବେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ଯୁବତୀ

ମାହାଙ୍ଗା(କେନ୍ୟୁଜ): ପ୍ରେମରେ ପ୍ରତାରଣା। ବିବାହର ପ୍ରଲୋଭନ ଦେଖାଇ ଲିଭ୍ ଇନ୍ ରିଲେସନ, ଭିଡିଓକଲ, ଅଡିଓକଲ ସହ 80ହଜାର ଟଙ୍କା ଧାର ନେବାପରେ ଯୁବତୀ ଜଣଙ୍କୁ ଯୁବକ କଲା ପ୍ରତାରଣା । ବିବାହର ପ୍ରତିଶୃତି ଦେଇ ଜୈନିକା ଯୁବତୀଙ୍କ ସର୍ବସ୍ୱ ନେବାପରେ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବା…

ଲିଭ ଇନ ରିଲେସନସିପରେ ଜନ୍ମିତ ସନ୍ତାନ ପୈତୃକ ସମ୍ପତ୍ତିର ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯଦି କୌଣସି ପୁରୁଷ ଓ ମହିଳା ଏକ ସଂଗରେ ରହିଥାନ୍ତି, ତେବେ ତାହା ଆଇନ ଅନୁସାରେ ବିବାହ ଭଳି ମନାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଲିଭ ଇନ ରିଲେସନସିପ ଉପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେହି ପୁରୁଷ ଓ ମହିଳା ଦୀର୍ଘ…

ସାଂଘାତିକ ପ୍ରେମିକ: ପ୍ରେମିକାକୁ ହତ୍ୟା କରି କେନାଲରେ ଫିଙ୍ଗିଲା, ଆଉ ତା’ପରେ ପୋଲିସରେ ଯାଇ କରିଥିଲା ଅଭିଯୋଗ

ଉତ୍ତର ପ୍ରଦେଶ: ପ୍ରେମିକାକୁ ହତ୍ୟା କରିଥିବା ପ୍ରେମିକ ଗିରଫ। ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ପୋଲିସ ଶନିବାର ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗର ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତକୁ ପୋଲିସ ତିଲପତା ଗୋଲ ଚକ୍କର ନିକଟରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ନାଁ…

ବିବାହ ବିନା ବି ଏକାଠି ରହି ପାରିବେ ଯୁବ ଦମ୍ପତି, ୨୧ ବର୍ଷରୁ କମ୍‌ ବୟସର ପୁରୁଷ ଲିଭ୍‌-ଇନ ସମ୍ପର୍କ ରଖି ପାରିବେ

ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ବଢ଼ା ଯିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାରି ଭିତରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିକଟରେ ଏକ ମାମଲାରେ ହାଇକୋର୍ଟ କହିଛନ୍ତି ଯେ ୨୧ ବର୍ଷରୁ କମ୍ ବୟସର କୌଣସି ବି ପୁରୁଷ ବିବାହ କରି ପାରିବେ…

ବୟସ ଗଡ଼ିଲାଣି, ଜଓ୍ଵାନୀ ଯାଇନି; ୪୦ ବର୍ଷ ବୟସରେ ବି ବୟଫ୍ରେଣ୍ଡ ସହ ଲିଭ୍‌ ଇନ୍‌ରେ ମସ୍ତି କରୁଛନ୍ତି ବଲିଉଡ୍‌…

ବଲିଉଡ୍‌ ହିରୋଇନ୍‌ମାନେ ପରଦାଠାରୁ ଅଲଗା ପ୍ରତ୍ୟେକ ମାମଲାରେ ଟ୍ରେଣ୍ଡ ସେଟ୍‌ କରିବା ପାଇଁ ଜଣାଯାଇ ଥାଆନ୍ତି। ଯେଉଁଠି ସୋସାଇଟିରେ ଛାଡ଼ପତ୍ର ଏକ ବହୁତ ବଡ଼ ପ୍ରସଙ୍ଗ ହୋଇଥାଏ, ସେଠି ବି ଟାଉନ୍‌ରେ ଏମିତି କିଛି ହିରୋଇନ ଅଛନ୍ତି, ଯେଉଁମାନେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ କିମ୍ବା ବିବାହ ନ…

୨୦ ବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ କଲେ ବୃଦ୍ଧ ଦମ୍ପତି, ଗାଁ ଲୋକେ ବହନ କଲେ ସବୁ ଖର୍ଚ୍ଚ

ଦୀର୍ଘ ୨୦ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ ୬୦ ବର୍ଷୀୟ ବ୍ୟକ୍ତି ଓ ୫୫ ବର୍ଷୀୟା ମହିଳା ବିବାହ କରିଛନ୍ତି। ଦମ୍ପତିଙ୍କ ବଡ଼ ପୁଅ ଏହି ବାହାଘରରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି। ଉନ୍ନାବ ଜିଲ୍ଲାର ଗଞ୍ଜ ମୁରାଦାବାଦର ରସୁଲପୁର ରୁରି ଗାଁରେ ଏହି ବିବାହ ଅନୁଷ୍ଠିତ…

ବିବାହ ପୂର୍ବରୁ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବେ ବିଗ୍‌ବସ୍‌ କପଲ ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ

ବିଗ୍‌ବସ୍‌ ୧୪ର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ ଅନ୍ୟତମ। ଏମାନେ ଶୋ’କୁ ଦୁଇ ଜଣ ଭିନ୍ନ ଭିନ୍ନ ପ୍ରତିଯୋଗୀ ହୋଇ ଆସିଥିଲେ ମଧ୍ୟ ଶୋ’ରୁ ବାହାରିବା ବେଳକୁ କପଲ ହୋଇସାରିଥିଲେ। ଶୋ’ରେ ହିଁ ଉଭୟ ଏଜାଜ୍‌ ଓ ପବିତ୍ରା ପରସ୍ପର ପ୍ରତି ମନରେ ଭଲ ପାଇବା ଥିବା ଅନୁଭବ…