Browsing Tag

NHAI Recruitment 2021

NHAI ରେ ଖାଲିପଡିଛି ବିଭିନ୍ନ ପଦବୀ, ବିନା ପରୀକ୍ଷାରେ ମିଳିବ ଚାକିରି

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI)ରେ ଚାକିରି କରିବାର ସ୍ବପ୍ନ ହେବ ପୂରଣ। ଏଥିପାଇଁ NHAI ର ଡେପୁଟି ମ୍ଯାନେଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀ ପାଇଁ NHAIର ଅଧିକାରକ ୱେବସାଇଟକୁ ଯାଇ nhai.gov.in କୁ ଯାଇ ଆବେଦନ କରିପାରିବ।…