ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ, ସୁରକ୍ଷା ପାଇଁ ୩୩ ହଜାର ପୋଲିସ ଓ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ଭୁବନେଶ୍ୱର : ଆସନ୍ତାକାଲି କଡ଼ା ସୁରକ୍ଷାରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ପାଇଁ ବ୍ୟାପକ ପ୍ରସ୍ତୁତି । ମାଓପ୍ରବଣ ଅଞ୍ଚଳ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ । ସୁରକ୍ଷା ପାଇଁ ୩୩ ହଜାର ପୋଲିସ ଓ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।…
Read More...