ଡାଇବେଟିସ୍ରେ ଉପକାରୀ ଏହି ୫ଟି ମଞ୍ଜି, ନିୟନ୍ତ୍ରଣରେ ରହିବ ସୁଗାର ଲେବଲ
ଆପଣମାନେ ଜାଣିଥିବେ ଡାଇବେଟସ୍ ଏକ ଏପରି ରୋଗ ଯାହା, ଅନେକ ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ରୋଗର କୌଣସି ଉପଶମ ନାହିଁ କିନ୍ତୁ ଔଷଧ ଏବଂ ଲାଇଫ୍ ଷ୍ଟାଇଲ୍ରେ କିଛି ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏହି ରୋଗ ବର୍ତ୍ତମାନ କିଛି ସମୟ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି । ଭାରତରେ ଡାଇବେଟିସ୍ ରୋଗୀମାନେ ଅତି ଦ୍ରୁତ ଗତିରେ ବଢିବାକୁ ଲାଗୁଛନ୍ତି । ଏପରି ପରିସ୍ଥିତିରେ…
Read More...