ନିଜ ଭାଇବୋହୂକୁ ମାରି ଶୁଆଇ ଦେଲା ଦେଢ଼ଶୁର
କୁଚିଣ୍ଡା (କେନ୍ୟୁଜ) : ଆମ ଓଡିଆ ଘରର ସ୍ତ୍ରୀ ଯିଏ କି ସାଧାରଣତଃ ନିଜ ଦେଢ଼ସୁରକୁ ଦେଖିଲେ ମୁଣ୍ଡରେ ହାତ ଓଢ଼ଣା ଟାଣିଦିଏ । ଦେଢ଼ସୁର ଥିଲେ ସେହି ଘରକୁ ବି ପାଦ ପକାଏନି । ଆଉ ଯଦି ଭୁଲରେ ଦେଢ଼ସୁରଙ୍କୁ ଛୁଇଁଦେଲେ କୁହନ୍ତି ଯେ ଗୋବର ପାଣିରେ ଗାଧୋଇବାକୁ । କିନ୍ତୁ ଏଠି ଜଣେ ଦେଢ଼ସୁର ରାକ୍ଷସ ପାଲଟି ଯାଇଛି । ନିଜର ସାନଭାଇର ସ୍ତ୍ରୀକୁ ଯାହା କରିଛି ତାକୁ କେହି କେବେ କଳ୍ପନା ବି କରିନଥିବେ । କେବଳ କଣ ଭାଇ ବୋହୁ ସହ ଏ ରାକ୍ଷସ…
Read More...