Odisha News
.

ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଥର ହରାଇ ଇତିହାସ ରଚିଲା ବାଲାଂଦେଶ

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ବାଲାଂଦେଶ । ୩୨୨ ରନର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁକୁଟ ପିନ୍ଧିଲା ବାଲାଂଦେଶ । ବାଲାଂଦେଶ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ସାକିବ ଉଲ ହସନ । ସେ ୯୯ ବଲରେ କରିଛନ୍ତି ୧୨୪ ରନ୍ । ଟନଟ୍ରନର କୁପର ଆସୋସିଏଟ୍ସ…

ମ୍ୟାଚ ପୂର୍ବ ଦିନ ରାତିରେ ପାକ ଟିମ ପିଜା ଓ ବର୍ଗର ଖାଇ ମଉଜ କରୁଥିଲେ, ହାରିବା ପରେ ନିଜ ଦେଶରେ ଟ୍ରୋଲ ପାକିସ୍ତାନ…

ବିଶ୍ୱକପ କ୍ରିକେଟ ମହାଯୁଦ୍ଧରେ ଭାରତ ଠାରୁ ପରାଜୟ ପରେ ପାକିସ୍ତାନରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆରମ୍ଭ ହୋଇଛି ଟୁଇଟର ଓ୍ଵାର । ଖାଲି ଓ୍ଵାର ନୁହେଁ ଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକ ଖେଳାଳିମାନେ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ତାର ଖୁଲାସା…

କେବେ ହେବ ପୌର ନିର୍ବାଚନ ? ପ୍ରସ୍ତୁତ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ସେପ୍ଟେମ୍ବରରୁ ସରିଛି ପୌରପାଳିକାର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ । ରାଜ୍ୟରେ ବର୍ତ୍ତମାନ ପୌରପାଳିକାଗୁଡ଼ିକ ଦାୟିତ୍ୱରେ ଅଛନ୍ତି ପ୍ରଶାସନିକ ଅଧିକାରୀ । କେବେ ହେବ ପୌର ନିର୍ବାଚନ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ପୌର ନିର୍ବାଚନ…

ଆନ୍ଦୋଳନରୁ ଓହରିଲେ ଡାକ୍ତର, ସମସ୍ତ ଦାବି ପୁରଣ କରିବାକୁ ରାଜି ହେଲେ ମମତା

ପଶ୍ଚିମବଙ୍ଗ : ତୁଟିଲା ପଶ୍ଚିମବଙ୍ଗ ସରକାର-ଡାକ୍ତରଙ୍କ ମଧ୍ୟରେ ବିବାଦ । ଆନ୍ଦୋଳନରୁ ଓହରିଲେ ଡାକ୍ତର । ଡାକ୍ତରଙ୍କ ସମସ୍ତ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହେବା ପରେ ଡାକ୍ତର ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଛି । ପୂର୍ବରୁ ମମତା…

ଜାଣନ୍ତୁ କେମିତି ଛୁଇଁବା ଉଚିତ୍ ବଡ଼ଙ୍କ ପାଦ ? ଚରଣ ସ୍ପର୍ଶରେ ମିଳେ କି ଲାଭ

ଅନେକ ପ୍ରକାର ରୀତିନୀତିରେ ଭରପୁର ସନାତନ ପରମ୍ପରା । ଏହି ପରମ୍ପରା ମଧ୍ୟରେ ଗୋଟିଏ ହେଉଛି ବରିଷ୍ଠଙ୍କ ଚରଣ ସ୍ପର୍ଶ କରିବା । ଆମ ପରମ୍ପରାରେ ବୟୋଜ୍ୟେଷ୍ଠଙ୍କ ପାଦ ଛୁଇଁ ବିଦ୍ୟା, ବୁଦ୍ଧି ଏବଂ ସୁଖ ସମୃଦ୍ଧିର ଆଶୀର୍ବାଦ ମଗାଯାଏ । ଆଉ ବଡ଼ମାନେ ଭଲ କର୍ମର ଫଳ ସ୍ବରୂପ ଏସମସ୍ତ ଆଶୀର୍ବାଦ…

ଦିଲ୍ଲୀ ପୋଲିସର ଦାଦାଗିରି, ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଲାଠିରେ ପିଟିଲେ

ଦିଲ୍ଲୀ ପୋଲିସର ଦାଦାଗିରି । ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଲାଠିରେ ପିଟିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍ । ଭିଡିଓରେ ଦେଖିବାକୁ ମିଳିଛି ଦିଲ୍ଲୀ ପୋଲିସର ଜଣେ ଅଫିସରଙ୍କ ସହ ଉକ୍ତ ଅଟୋ ଡ୍ରାଇଭରଙ୍କ କୌଣସି କଥାରେ ଯୁକ୍ତି ହୋଇଥିଲା । ଏହା ପରେ ଅଫିସର୍ ଜଣ…

କୋହଲିଙ୍କ ଏହି ୩ ଐତିହାସିକ ନିଷ୍ପତ୍ତି, ଯାହା ପାକିସ୍ତାନକୁ ଚଟାଇଦେଲା ଧୂଳି

ଆଗକୁ ମାଡିଚାଲିଛି ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ । ପ୍ରଥମେ ଦକ୍ଷିଣ ଆଫ୍ରିକା, ତା ପରେ ଅଷ୍ଟ୍ରେଲିଆ ଆଉ କାଲି ପାକିସ୍ତାନକୁ ଶିକାର କରିଥିଲା ଟିମ୍ ଇଣ୍ଡିଆ । ଲଗାତାର ସପ୍ତମ ଥର ସମ୍ରାଟ ହୋଇଛି ଭାରତ । ବିଶ୍ବକପରେ ଭାରତ ବିପକ୍ଷରେ ଲଗାତାର ସପ୍ତମ ଥର ପରାଜୟ ଗ୍ରହଣ କରିଛି ପାକ୍ ।…

ଅସୁସ୍ଥ ମଣିରତ୍ନମ, ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ

ଅସୁସ୍ଥ ମଣିରତ୍ନମ୍ । ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ । ମଣିରତ୍ନମଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ହୃଦ ଜନିତ ସମସ୍ୟାରେ ପୀଡିତ ଥିଲେ । ତେବେ ଏହାକୁ ମିଶାଇ ଚତୁର୍ଥ ଥର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ସପ୍ତମ ଥର ସମ୍ରାଟ ହେଲା ଟିମ୍ ଇଣ୍ଡିଆ, ପାକିସ୍ତାନକୁ ୮୯ ରନରେ ହରାଇ ବିଜୟ ମୁକୁଟ ପିନ୍ଧିଲା ବିରାଟ ବାହିନୀ

ସପ୍ତମ ଥର ବି ସମ୍ରାଟ ହେଲା ଭାରତ । ବିଶ୍ବକପରେ ଲଗାତାର ସପ୍ତମ ଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଆଉ ପିନ୍ଧିଲା ବିଜୟ ମୁକୁଟ । ଆଜି ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କରିଛି ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବିସ୍ଫୋଟକ ବ୍ୟାଟିଂ ଏବଂ ଘାତକ ବୋଲିଂ ଆଗରେ…