ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୨୮ ଜଣ କରୋନା ଆକ୍ରାନ୍ତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୨୮ ଜଣ କରୋନା ଆକ୍ରାନ୍ତ | ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬ କୁ ବୃଦ୍ଧି ପାଇଛି | ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୯ ଜଣ ଥିବା ବେଳେ ଅନୁଗୁଳରୁ ଅଛନ୍ତି ୨୩ ଜଣ | ଯେବେକି ଷ୍ଟେଟ ପୁଲରୁ ୫ ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି |

Leave A Reply

Your email address will not be published.