Browsing Category

ଟେକ୍

Voltron-VM 100 ଇଲେକ୍ଟ୍ରିକ ସାଇକେଲ: ମାତ୍ର ୩ ଟଙ୍କାରେ ୧୦୦ କିମି ଦୌଡିବ ସାଇକେଲ

ଇଲେକ୍ଟ୍ରିକ ବାଇକ୍‌ର ବ୍ୟବହାର ଲଗାତାର ବଢିବାରେ ଲାଗିଛି। ଲୋକେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି। ଦିନକୁ ଦିନ ପେଟ୍ରୋଲ ଦାମ୍‌ ବଢୁଥିବା ଯୋଗୁଁ ଏହି ବାଇକ୍‌ ବ୍ୟବହାର କରିବା ପାଇଁ ଆଗ୍ରହୀ ହେଉଛନ୍ତି ଲୋକେ। ତା’ ଛଡା କମ୍‌ ଖର୍ଚ୍ଚ କରୁଥିବା ଯୋଗୁ ଲୋକେ ମଧ୍ୟ ବେଶ ପସନ୍ଦ କରୁଛନ୍ତି।…

ଲଞ୍ଚ ହେଲା Vivo Y21A ସ୍ମାର୍ଟଫୋନ, 5000 MAh ବ୍ୟାଟେରୀ ସହ ମିଳିବ ଆକର୍ଷଣୀୟ ଲୁକ୍‌

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନ Vivo Y21A କୁ ଲଞ୍ଚ କରିଛି । ଗତ ସପ୍ତାହରେ କମ୍ପାନୀ Vivo Y21e ଲଞ୍ଚ କରିଥିଲା । ଭିଭୋ Y21A ର ଡିଜାଇନ୍ Vivo Y21e ଫୋନ୍ ସହିତ ବହୁତ ସମାନ କିନ୍ତୁ ଏଥିରେ ମିଡିଆଟେକ ହେଲିଓ P22 ପ୍ରୋସେସର ବ୍ୟବହାର କରାଯାଇଛି। ଏହି…

ଯଦି ଆପଣ ହ୍ଵାଟ୍ସଆପରେ କିଛି ଗ୍ରୁପ ଆଡମିନ ଅଛନ୍ତି ତେବେ ଏହି ୫ କଥାକୁ ଇଗ୍ନୋର କରନ୍ତୁ ନାହିଁ,ହୋଇପାରେ ଜେଲ୍‌

ନୂଆଦିଲ୍ଲୀ : ଏବେ ଲୋକଙ୍କ ନିକଟରେ ଅନେକ ଇନଷ୍ଟାଣ୍ଟ ମେସେଜିଂ ଆପର ବିକଳ୍ପ ରହିଛି । ତେବେ କିଛି ଖାସ ଫିଚର୍ସ ଓ ସହଜ ବ୍ୟବହାର ତରିକା ପାଇଁ ସର୍ବାଗ୍ରେ ରହିଛି ହ୍ଵାଟ୍ସଆପ । ଏହା ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଏହାକୁ ପର୍ସନାଲ ସହ ପ୍ରଫେସନାଲ କାମ ପାଇଁ ମଧ୍ୟ ଅଧିକ ବ୍ୟବହାର…

ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏବେ ଆଣ୍ଡ୍ରଏଡ୍‌ ଫୋନରୁ iOS ଫୋନକୁ ଟ୍ରାନ୍ସଫର କରିପାରିବେ ଚାଟ୍‌…

ହ୍ଵାଟସଆପ୍‌ ନିଜ ୟୁଜର୍ସଙ୍କୁ ଉତ୍ତମ ସୁବିଧା ଦେବା ପାଇଁ ଲଗାତାର ନୂଆ ଫିଚର୍ସ ଜାରି କରୁଛି। କମ୍ପାନୀ ନଭେମ୍ବର ୨୦୨୧ ଠାରୁ ଆରମ୍ଭ କରି ୨୦୨୨ ପର୍ଯ୍ୟନ୍ତ କେତେକ ନୂଆ ଫିଚର୍ସ ଲଞ୍ଚ କରିଛି। କିନ୍ତୁ ଏବେ ଯେଉଁ ଫିଚର୍ସ ଉପରେ ହ୍ଵାଟସଆପ୍‌ କାମ କରୁଛି, ଯାହାର ଅପେକ୍ଷା ଅନେକ ଦିନରୁ ଲୋକେ…

UIDAI ପକ୍ଷରୁ ଆସିଲା ଜରୁରୀ ସୂଚନା, ଭୁଲରେ ବି ବଜାରରେ ନିଜ ଆଧାର କାର୍ଡକୁ ପ୍ରିଣ୍ଟ କରାନ୍ତୁ ନାହିଁ

ଆଧାର କାର୍ଡକୁ ନେଇ UIDAI ଜାରୀ କଲା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନ। ସମୟ ପୂର୍ବରୁ ଜାଣିନିଅନ୍ତୁ। ନଚେତ୍‌ ବହୁତ ଅସୁବିଧାରେ ପଡ଼ିବେ। କ'ଣ ଆପଣ ନିଜ ଆଧାରକାର୍ଡକୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ କିମ୍ବା ପିଭିସି କାର୍ଡ ପ୍ରିଣ୍ଟ କରାଉଛନ୍ତି କି? ଯଦି ଆପଣ ଏହା କରିଥାନ୍ତିି ତେବେ…

iPhone 13 ଉପରେ ମିଳୁଛି ଏବେ ପର୍ଯ୍ୟନ୍ତର ସବୁଠୁ ବଡ ଡିସକାଉଣ୍ଟ, ଏପରି ଉଠାନ୍ତୁ ଅଫରର ଲାଭ

ଫ୍ଲିପକାର୍ଟରେ ବିଗ ସେଭିିଙ୍ଗ୍‌ ଡେଜ୍‌ ସେଲ ଏବେ ଲାଇଭ ରହିଛି। ଜାନୁୟାରୀ ୨୨ ଏହି ଅଫରର ଶେଷ ଦିନ। ଫ୍ଲିପକାର୍ଟ ସେଲରେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଏବଂ ଅନେକ ପ୍ରଡକ୍ଟ୍ସ ଉପରେ ମଧ୍ୟ ଧମାକେଦାର ଡିସକାଉଣ୍ଟ ମିଳୁଛି। କିନ୍ତୁ ସେହିପରି କିଛି ପ୍ରଡକ୍ଟ ଏମିତି ରହିଛି, ଯାହାର ସେଲକୁ…

ସେନସିଟିଭ କଣ୍ଟେଟକୁ ନେଇ ହ୍ଵାଟସଆପ ଓ ଟେଲିଗ୍ରାମ ପାଇଁ ଜାରି ହେଲା ସୁରକ୍ଷା ଗାଇଡଲାଇନ, ଜାଣନ୍ତୁ

ଦେଶର ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ। ସେନସେଟିଭ କଣ୍ଟେଟକୁ ଧ୍ୟାନରେ ରଖି ଏହା ଉପରେ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ସବୁ ମନ୍ତ୍ରାଳୟ ତଥା ବିଭାଗକୁ ତତତ୍କାଳ ପଦକ୍ଷେପ ନେବାକୁ କହିଛନ୍ତି। ତେବେ କଣ ରହିଛି…

ଲଞ୍ଚ ହେଲା Garmin ସ୍ମାର୍ଟ Watch; ଗୋଟିଏ ଆବାଜରେ କରିବ ବହୁତ କାମ; ଜାଣନ୍ତୁ ଦାମ୍

ଗାର୍ମିନ୍ ଇଣ୍ଡିଆ ନୂଆ ଭେନୁ Plus ପ୍ଲସ୍ ସ୍ମାର୍ଟ ୱାଚ୍ ଲଞ୍ଚ କରିଛି। ସ୍ମାର୍ଟ ୱାଚ୍ ଭଏସ୍ କଲିଂ ଫଙ୍କସନ୍ ଓ ହ୍ୟାଣ୍ଡ୍ସ ଫ୍ରି ଭଏସ୍ ସହିତ ସହିତ ଲଞ୍ଚ ହୋଇଛି। ଭଏସ୍ ଆସିଷ୍ଟାଣ୍ଟ ଫିଚର ୟୁଜର୍ସଙ୍କ ଟେକ୍ସଟର ଜବାବ ଦେବା, ପ୍ରଶ୍ନ ପଚାରିବା ଆଦି ନିୟନ୍ତ୍ରିତ କରିବ ଏବଂ ଆପଲ୍ ର ସିରି,…

ସ୍ନାପଡ୍ରାଗନ୍ ୮ ଜେନ୍ ୧ ସହ ଲଞ୍ଚ ହେଲା ୱାନ ପ୍ଲସ ୧୦ ପ୍ରୋ, ରହିଛି ଦମଦାର ଫିଚର୍

ବର୍ତ୍ତମାନ ୱାନପ୍ଲସ ଫୋନର ମାର୍କେଟରେ ଭଲ ଚାହିଦା ରହିଛି । ଯେବେ ଏହି ଫୋନ୍ ମାର୍କେଟରେ ଲଞ୍ଚ ହେଲା ସେବେଠାରୁ ହିଁ ଏହା ଅଧିକ ବିକ୍ରି ହେଉଛି। ତେଣୁ ୱାନ ପ୍ଲସ କମ୍ପାନୀ ଏହାର ସବୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଡିଜାଇନ୍ ବାହାର କରୁଛି ଏହି ଫୋନର। ସବୁବେଳେ ଅପଡେଟ୍‌…

କଣ ଏହି e-EPIC ଭୋଟର କାର୍ଡ, କେମିତି କରିବେ ଏହାକୁ ଡାଉନଲୋଡ ଜାଣନ୍ତୁ

ଆଧାର କାର୍ଡ, ଭୋଟର ଆଇଡି ଏବଂ ପାସପୋର୍ଟ ବହୁତ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟ ଦ୍ୱାରା ଆପଣ ପ୍ରୁଫ କରିପାରିବେ ଯେ ଆପଣ ଜାରତୀୟ। Voter ID ନା କେବଳ ଆଇଡି ପ୍ରୁଫ ଭାବରେ କାମ କରିଥାଏ ବରଂ ଏହା ସାହାଯ୍ୟରେ ଆପଣ ଭୋଟ ମଧ୍ୟ ଦେଇପାରିବେ। ଇଲେକସନ୍‌ କମିଶନ ଅଫ୍‌ ଇଣ୍ଡିଆ ଭୋଟର ଆଇଡିର…

ମାତ୍ର ୨୫,୨୪୯ ଟଙ୍କାରେ କିଣନ୍ତୁ iPhone 12 mini, ଜାଣନ୍ତୁ କେମିତି କିଣିବେ ଏତେ ଶସ୍ତାରେ

ଏବେ ଫ୍ଲିପକାର୍ଟ ବିଗ୍‌ ସେଭିଙ୍ଗ୍‌ ଡେଜ୍‌ ସେଲ୍‌ ଚାଲୁଛି। ସେଲରେ ଅନେକ ସ୍ମାର୍ଟଫୋନ୍ସକୁ କମ୍‌ ଦାମରେ ବିକ୍ରି କରାଯାଉଛି। ଏହି ସେଲ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ଆଇଫୋନ୍‌ ୧୨ ମିନିକୁ ମଧ୍ୟ ବହୁତ ଶସ୍ତାରେ ବିକ୍ରି କରାଯାଉଛି। Flipkart Big Saving Days ସେଲରେ…

କମ୍‌ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ଚାହୁଁଛନ୍ତି କି, ତେବେ ଡାଉନଲୋଡ୍‌ କରନ୍ତୁ ଏହି ଆପ୍‌

କରୋନା ମହାମାରୀ ଭିତରେ ମହଙ୍ଗା ଲୋକଙ୍କ ଜୀବନକୁ ପ୍ରଭାବିତ କରି ରଖିଛି। ଏହାରି ଭିତରେ ଗ୍ୟାସ ସିଲିଣ୍ଡରର ଦାମ୍‌ ଆକାଶ ଛୁଇଁଛି। କିନ୍ତୁ ଯଦି ଆପଣ ଶସ୍ତା ଦାମରେ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ଅଫର ରହିଛି। ଏହି ଅଫର ଦେଉଛି ଡିଜିଟାଲ ପେମେଣ୍ଟ…