ଇଣ୍ଡିଆନ ପ୍ରିମିୟର ଲିଗ୍ ର ୫୯ତମ ମୁକାବିଲା, ଚେନ୍ନାଇ ବିପକ୍ଷରେ ୩୫ ରନ୍ ରେ ଜିତିଲା ଗୁଜରାଟ
ଅହମ୍ମଦାବାଦରେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପରକିଙ୍ଗସ ଲଢ଼େଇ । ୩୫ ରନ୍ ରେ ଜିତିଲା ଗୁଜରାଟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୩୧ ରନ୍ କରିଥିଲା । ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ ହରାଇ ୧୯୬ ରନ୍ କରିଥିଲା । ଚେନ୍ନାଇ ପକ୍ଷରୁ ଡିରେଲ ମିଚେଲ ୩୪ ବଲରେ ସର୍ବାଧିକ ୬୩ ରନ୍ କରିଥିବା ବେଳେ ମୋଇନ ଅଲ୍ଲୀ ୩୬ ବଲରେ ୫୬ ରନ୍ କରିଥିଲେ । ସେହିପରି ମହେନ୍ଦ୍ର ସିଂ ଧୋନୀ ମାତ୍ର ୧୧ଟି ବଲରେ ୨୬ ରନ୍ କରିଥିଲେ ।…
Read More...