ତପ୍ତପାଣି ଘାଟୀରେ ଅଘଟଣ, ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ
ବ୍ରହ୍ମପୁର(କେନ୍ୟୁଜ): ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ । ଗଞ୍ଜାମ ତପ୍ତପାଣି ଘାଟୀରେ ବୋରୱେଲ ଖୋଲିବା ଗାଡ଼ି ଓଲଟିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ବ୍ରହ୍ମପୁର ଗାନ୍ଧୀ ନଗରରୁ ବୋରୱେଲ ଖୋଳା ଗାଡ଼ି ଗଜପତି ଜିଲ୍ଲା ପାଣିଗଣ୍ଡାକୁ ଯାଉଥିଲା ।
ତପ୍ତପାଣି ଘାଟିରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଆହତ ଶ୍ରମିକମାନେ ଫୁଲବାଣୀ ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ପ୍ରଥମେ ଆହତଙ୍କୁ ଉଦ୍ଧାର…
Read More...