ଏମ୍ସ ଭୁବନେଶ୍ୱରରେ ସଫଳ ହେଲା ବିରଳ ଟ୍ୟୁମର୍ର ଅସ୍ତ୍ରୋପଚାର
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏକ ବିରଳ ଅସ୍ତ୍ରୋପଚାର କରି ମାଇଲ ଖୁଣ୍ଟ ସ୍ଥାପନ କରିଛି । ପଶ୍ଚିମବଙ୍ଗର ରବୀନ୍ଦ୍ର ବିଶୁଇ (୫୧) ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରିଛି ଏମ୍ସ ଭୁବନେଶ୍ୱର ।
ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍କୁ କାଢ଼ି, ଏମ୍ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ…
Read More...