ଆଜି ରାୟଗଡ଼ା ଆସୁଛନ୍ତି ରାଜନାଥ ସିଂ, ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ
ରାୟଗଡ଼ା (କେନ୍ୟୁଜ): ଆଜି ରାୟଗଡ଼ାରେ ରାଜନାଥଙ୍କ ପ୍ରଚାର । ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋରାପୁଟ ଲୋକସଭା ବିଜେପି ପ୍ରାର୍ଥୀ କାଳୀରାମ ମାଝୀ ଓ ଜିଲ୍ଲାର ତିନି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ଜନ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟା ୪୦ରେ ରାୟଗଡ଼ା ବାରିଝୁଲା ସ୍ଥିତ ପଡ଼ିଆରେ ଜନସଭାରେ ଯୋଗ ଦେବେ । ସେଠାରେ କୋରାପୁଟ ସାଂସଦ ପ୍ରାର୍ଥୀଙ୍କ ସହ…
Read More...