କଲରା ପତରିଆ ବାଘର ମୃତଦେହ ଉଦ୍ଧାର
ରେଢ଼ାଖୋଲ : ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ନାକଟିଦେଉଳ ରେଞ୍ଜରେ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲରୁ ବାଘର ମୃତଦେହ ଉଦ୍ଧାର କରିଛି ବନବିଭାଗ । ମୃତ କଲରାପତରିଆର ବୟସ ୧୦ ବର୍ଷ ବୋଲି ଅନୁମାନ କରାଯାଉଛି ।
ଘଟଣାସ୍ଥଳରେ ରେଢାଖୋଲ ବନଖଣ୍ଡ ଅଧିକାରୀ ଏବଂ ସମ୍ବଲପୁର ଆରସିସିଏଫଙ୍କ ପହଞ୍ଚି ତଦନ୍ତ ଆରମ୍ଭ…
Read More...