ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ
ଭୁବନେଶ୍ୱର : ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ । ୧୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ପରିସରରେ ଥିବା ମେଡିସିନ ଷ୍ଟୋରକୁ ହଟାଯିବ । ଏଥିସହ ସେମାନଙ୍କଠାରୁ ଶେଷଥର ଜାରି ଲାଇସେନ୍ସ ବାବଦ ବକେୟା ପାଉଣା ମଧ୍ୟ ଆଦାୟ କରାଯିବ ।
ଏସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏମକେସିଜି ତଥା ଭିମସାର…
Read More...