୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର

ଖଲ୍ଲିକୋଟ (କେନ୍ୟୁଜ): ଘାଟିରୁ ଓଲଟିଲା ଟ୍ରକ । ୨୦୦ ଫୁଟ ତଳକୁ ଓଲଟିଲା ପେପର ବୋଝେଇ ଟ୍ରକ୍ । ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ହରିଡାମୂଳରେ ଏହି ଦୁର୍ଘଟଣା ଘଟିଛି । ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର । ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଘାଟିରୁ ଓଲଟି ପଡିଥିଲା । ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । କିନ୍ତୁ ଭାରସାମ୍ୟ ହରାଇ…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ । ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ । ଦାମ୍ପତ୍ୟ ସୁଖ ବଢ଼ିବ । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ଆୟ ବୃଦ୍ଧି ପାଇବ । ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ । ମନ ଖୁସି ରହିବ । ଅଧିକ କଠିନ ପରିଶ୍ରମ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ । ମିଥୁନ: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ…
Read More...

କ୍ରୀଡା