ରାଶିଫଳ : ଜାଣନ୍ତୁ ଆଜି ପିଲାମାନଙ୍କ ପାଇଁ କିପରି କଟିବ ଦିନ
ମେଷ : ସାଙ୍ଗଙ୍କ ସହ ଭେଟ ହୋଇପାରେ । ଦାମ୍ପତ୍ୟ ଜୀବନରେ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ଅଟକି ରହିଥିବା ଟଙ୍କା ପାଇବା ଦ୍ୱାରା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବାହାରକୁ ଯାତ୍ରା କରିପାରନ୍ତି । ରାଶିର ଲୋକମାନେ କର୍ମକ୍ଷେତ୍ରରେ ସମସ୍ତ ସହକର୍ମୀଙ୍କ ସହିତ ଖୁସରେ ସମୟ କାଟିବେ ।
ବୃଷ : ଆପଣ ଆଜି ବହୁତ ଖୁସି ରହିବେ । କୌଣସି ବଡ କାମ କରିବା ପାଇଁ ମଳିପାରେ ।…
Read More...