ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ, ମିଳିନାହିଁ କିଛି
ଉମରକୋଟ : ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ । ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ । ହେଲେ କିଛି ମିଳିନାହିଁ । ପାଣ୍ଡିଆନ ଆସିଥିବା ହେଲିକପଟରକୁ ଉମରକୋଟ BDO ତଥା ନିର୍ଵାଚନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଓ ଅତରିକ୍ତ ତହସିଲଦାର ଯାଞ୍ଚ କରିଥିଲେ l ହେଲେ ଏଥିରୁ କିଛି ମିଳିନଥିଲା । ଯାଞ୍ଚ ପରେ ହେଲିକେପ୍ଟରକୁ ଯିବାକୁ ଦିଆଯାଇଥିଲା।
Read More...