Browsing Tag

bad for health

ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଏ ଇମ୍ୟୁନିଟି ଡ୍ରିଙ୍କ୍ସର ଅତ୍ୟଧିକ ସେବନ, ପୂର୍ବରୁ ହୋଇଯାନ୍ତୁ ସାବଧାନ

କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ମନୁଷ୍ୟ ଶରୀରର ଇମ୍ୟୁନିଟି ସିଷ୍ଟମ ମଜବୁତ ହେବା ନିତାନ୍ତ ଆବଶ୍ୟକ। ଯାହା ଦ୍ୱାରା ସଂକ୍ରମଣ ସହିତ ଲଢିବାର ଶକ୍ତି ମିଳିଥାଏ। ଇମ୍ୟୁନିଟି ସିଷ୍ଟମ ମଜୁବତ ହେଲେ ଶରୀରରୁ ଅନେକ ରୋଗ ଦୂରେଇ ରହିଥାଏ। ଇମ୍ୟୁନିଟି ସିଷ୍ଟମ ବଢାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର…

ଆପଣ ଅଧିକ ସୋଡା ପିଉଛନ୍ତି କି ? ହିପ୍ପୋକ୍ୟାମ୍ପସ୍‌ ହୋଇଯିବ ଛୋଟ, ମାଡିଆସିବ ଏହିସବୁ ରୋଗ

ଖରାଦିନେ ସାଧାରଣ ଲୋକେ ଖରାରେ ହାଲିଆ ହୋଇପଡିଥିଲେ କିମ୍ବା ଘରକୁ ଅତିଥି ଆସିଲେ ମିଠା ପାନୀୟ ପିଇବାକୁ ଦିଆଯାଇଥାଏ। କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ? ଆପଣ ଗରମ ଦିନରେ ଅଧିକ ସୋଡା ପିଉଛନ୍ତି କି ? ଯଦି ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ।…

ଅଧିକ ପାଉଁରୁଟି ଖାଉଛନ୍ତି କି ? ଦେଖା ଦେଇପାରେ ଏହିସବୁ ସମସ୍ୟା 

ପାଉଁରୁଟିରେ ଅଧିକ ସୋଡିୟମ ରହିଥାଏ, ଯାହା ରକ୍ତ ଚାପ ଏବଂ ହୃଦୟ ରୋଗ ବଢ଼ାଇଥାଏ। ଅଧିକ ବ୍ରେଡ଼ ଖାଇବା ଦ୍ୱାରା ଶରୀରରେ ଲୁଣ ଏକାଠି ହେବା ସହ ଅନେକ ରୋଗ ହେବାର ଆଶଙ୍କା ବଢ଼ାଇଥାଏ। ମଇଦାରେ ତିଆରି ହୋଇଥିବା କାରଣରୁ ଏହାକୁ ହଜମ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ଥିବା…

ଗବେଷକଙ୍କ ଚମତ୍କାରୀ ତଥ୍ୟ, ବୟସକୁ ରୋକିହେବ ଏହି ଉପାୟରେ

କଥାରେ ଅଛି ଯେମିତି ଖାଦ୍ୟ, ସେମିତି ଭାବ । ଖାଦ୍ୟକୁ ନେଇ ବହୁ ମୁନି-ଋଷିଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟବିତ୍‌ମାନେ ମଧ୍ୟ ଅନୂରୁପ ମତ ଦେଇଛନ୍ତି । ଜୀବନଚର୍ଯ୍ୟାରେ ପରିବର୍ତ୍ତନ ମନୁଷ୍ୟକୁ କେବଳ ଯେ ଦୀର୍ଘଜିବୀ କରିବ ତା’ନୁହେଁ ବରଂ ଚିର କୁମାର ରଖିବାରେ ସହାୟକ ହୋଇପାରିବ । ଯଦି ଆପଣ…

ଖାଇବା ପରେ ଗାଧୋଉଛନ୍ତି କି ? ଭୋଗିପାରନ୍ତି ଏପରି ସମସ୍ୟା

ଆଜିକାଲିର ଲୋକେ ନିଜର ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, କେତେବେଳେ କେଉଁ କାମ କରିବେ ଭୁଲିଯାଉଛନ୍ତି। ଅଧିକ କାମ ଏବଂ କମ୍‌ ସମୟ କାରଣରୁ ଅସନ୍ତୁଳିତ ଦିନଚର୍ଯ୍ୟା ରୋଗର କାରଣ ପାଲଟିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୁବିଧା ଅନୁସାରେ କାମ କରୁଛନ୍ତି, ଯାହା…

ଆୟୁର୍ବେଦ ଅନୁଯାୟୀ ପିତ୍ତ ଦୋଷ ଥିବା ଲୋକଙ୍କୁ ଏହି ସବୁ ଖାଦ୍ୟ ଖାଇବା ମନା

ଭାରତୀୟ ପ୍ରାଚୀନ ଚିକିତ୍ସା ପଦ୍ଦତି ଆୟୁର୍ବେଦ ଅନୁଯାୟୀ ବିଶ୍ୱ ବ୍ରହ୍ମାଣ୍ଡ ସମୁଦାୟ ୫ ତତ୍ତ୍ୱରେ ହିଁ ନିର୍ମିତ । ଆଉ ସେହି ପାଞ୍ଚ ତତ୍ତ୍ୱ ହେଉଛି ବାୟୁ, ଜଳ, ଆକାଶ, ଅଗ୍ନି, ଓ ପୃଥିବୀ । ପ୍ରତ୍ଵକ ଦୋଷରେ ଏକ ନିଶ୍ଚିତ ଉର୍ଜା ଥାଏ ଯାହା ଶରୀର ଭିତରେ ହିଁ ବୁଲୁଥାଏ । ଆୟୁର୍ବେଦ ନିୟମ…

ଆପଣଙ୍କ ଜୀବନ ପ୍ରତି ବିପଦ ଆଣିଦିଏ ‘candle light dinner’, ଯିବା ପୂର୍ବରୁ ପଢନ୍ତୁ ଏହି ରିପୋର୍ଟ

ଆଜିକାଲିର ଯୁବପିଢି ପ୍ରେମକୁ ପରିସ୍ଫୁଟ କରିବା ପାଇଁ ବିଭିନ୍ନ ପ୍ରକାର ଉପହାର, ଡେଟ୍‌, ଡିନର କରିବାକୁ ଯାଉଛନ୍ତି। ଯଦି ଆପଣ ନିଜ ମନର ମଣିଷ ସହିତ‘candle light dinner’ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଏକ ଗବେଷଣାରୁ ଜଣାପଡିଛି। ଯଦି ଆପଣ ସପ୍ତାହକୁ…

ଶରୀରର ଇମ୍ଯୁନିଟି ସିଷ୍ଟମକୁ ଦୁର୍ବଳ କରିଥାଏ ମଇଦା, ତାହା ସହ ଶରୀରକୁ ପହଞ୍ଚାଇଥାଏ ଅନେକ କ୍ଷତି

ପ୍ରତିଦିନର ଜୀବନଶୈଳୀ ମଧ୍ୟରେ ଆମ୍ଭେ ଅନେକ ପ୍ରକାର ଚଟପଟା ଖାଦ୍ଯ ଖାଇଥାଉ। ବାହାରେ ସବୁବେଳେ ମଇଦାରେ ଖାଦ୍ଯ ତିଆରି ହୋଇଥାଏ। ସିଙ୍ଗଡା, ଚାଓମିନ, ପାସ୍ତା, ଜିଲାପୀ ଇତ୍ଯାଦି ଖାଦ୍ଯ ସାମଗ୍ରୀ ମଇଦାରେ ତିଆରି ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ମଇଦା ପାଇଁ ସ୍ୱାସ୍ଥ୍ୟପକ୍ଷେ…