Browsing Tag

blood donate

ନିଜ ଜନ୍ମଦିନରେ ରକ୍ତଦାନ କଲେ ଯାଜପୁର ଜିଲ୍ଲାପାଳ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ଟାଉନ: ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ କଂଟିଗଡିଆରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ପୋଲିସ ସାଜିଲା ରକ୍ତଦାତା: କରୋନା ଯୋଦ୍ଧାଭାବେ ଲଢେଇ ଜାରିରଖି ସମସ୍ତଙ୍କ ମନଜିଣିଲେ ଧାମରା ଥାନା ଏସ. ଆଇ

ଚାନ୍ଦବାଲି : ମହାମାରି କରୋନା ଲଢେଇରେ ପୋଲିସ କରୋନା ଯୋଦ୍ଧାଭାବେ ଲଢେଇ ଜାରିରଖି ସମସ୍ତଙ୍କ ମନଜିଣିଥିବା ବେଳେ ଲକ ଡାଉନ ସମୟରେ ସମ୍ଭାବ୍ୟ ରକ୍ତର ଅଭାବରୁ ଦୃଷ୍ଟିରେ ରଖି ନିଜେ ରକ୍ତ ଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛି । ଭଦ୍ରକ ଜିଲ୍ଲା ଧାମରାରେ କଳିଙ୍ଗ ଟ୍ରାପ୍ସପୋଟ ଓ…

ଶୁଭ ବିବାହରେ ଶୁଭ କାମ, ବାହା ମଣ୍ଡପରୁ ନବ ଦମ୍ପତି ଗଲେ ରକ୍ତଦାନ ଶିବିର, ସୃଷ୍ଟି କଲେ ଉଦାହରଣ

ବାଲେଶ୍ବର(କେନ୍ୟୁଜ୍):  ନବ ଦମ୍ପତିଙ୍କ ଅଭିନବ ପ୍ରୟାସ । ବାହାବେଦୀରୁ ଗଲେ ରକ୍ତ ଦାନ ଶିବିର । ବିବାହ ଯୋଡା ପିନ୍ଧି ପହଞ୍ଚିଲେ ରକ୍ତ ଦାନ ଶିବିର । ରକ୍ତ ଦାନ କରି ସୃଷ୍ଟି କଲେ ଉଦାହରଣ । ଏହି ନବ ଦମ୍ପତ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସଦରା ବ୍ଲକ ନିମା ଗାଁର । ଗାଁର ପୂର୍ଣ୍ଣଚନ୍ଦ୍ର…

ମହନୀୟତାର ଉଦାହାରଣ ସାଜିଲେ ବିଧାୟକ ପ୍ରଣବ ପ୍ରକାଶ, ଥଲାସେମିୟା ରୋଗୀ ପାଇଁ କଲେ ରକ୍ତଦାନ

ଯାଜପୁର ଟାଉନ: ରକ୍ତଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ।ଆଜି ବିଧାୟକ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ହଠାତ ପହଁଚି  ସ୍ୱାସ୍ଥ୍ୟ ସେଵା ସମ୍ପର୍କରେ ଯାଞ୍ଚ କରିଥିଲେ।ଏହି ସମୟରେ ଭଦ୍ରକ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ଥାଲାସେମିଆ ରୋଗୀ ବର୍ଷା ମଲ୍ଲିକ ରକ୍ତ ନେବା…

ବିଶ୍ୱ ରକ୍ତଦାତା ଦିବସ, ରକ୍ତଦାନ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର (କେନ୍ୟୁଜ୍) : ଆଜି ବିଶ୍ୱ ରକ୍ତଦାତା ଦିବସ। ଏହି ଦିବସକୁ ବ୍ରହ୍ମପୁର ଆସୋସିଏସନ ଅଫ୍ ଭୋଲୁଣ୍ଟାରୀ ବ୍ଲଡ୍ ଡୋନରସ (ଏଭିବିଡି) ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରର ଏକ ସଚେତନତା ସଭା ସହ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର…

ଅପରିଚିତ ଜୀବନ ଦାତାଙ୍କୁ ବର୍ଷକ ପରେ ଭେଟିଲେ ଦୁଇ କୁନି ଝିଅ , ସଂପୂର୍ଣ୍ଣ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ (କେନ୍ୟୁଜ୍) : କଥାରେ ଅଛି ରକ୍ତ ଦାନ ମହତ କାମ। ଆପଣ ରକ୍ତ ଆଉ କାହାର ଜୀବନ ବଞ୍ଚାଇ ପାରିବ। ଲୋକଙ୍କ ମଧ୍ୟରେ ରକ୍ତ ଦାନକୁ ସେଇ ସଚେତନାତା ବଢ଼ିବା ସହ ଆଜି କାଲି ବିଭିନ୍ନ ପ୍ରକାରର ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଉଛି। ଶିବିର ହେଉବା କୌଣସି ଡ଼ାକ୍ତରଖାନା ସାଧାରଣତଃ…

ଆପଣ ସମଲିଙ୍ଗୀ ନୁହଁନ୍ତି ତ ? ଏଣିକି ରକ୍ତଦାନ କରୁଥିବା ପୁରୁଷଙ୍କୁ ପଚରାଯିବ ଏହି ପ୍ରଶ୍ନ

ବର୍ତ୍ତମାନ ରକ୍ତଦାନ କରିବା ପୂର୍ବରୁ ପୁରୁଷଙ୍କୁ ନିଜର ଯୌନ ବ୍ୟବହାର ସମ୍ବଦ୍ଧିତ କିଛି ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ହେବ। ସେମାନଙ୍କୁ ପ୍ରଶ୍ନ କରାଯିବ ଯେ ସେ ସମଲିଙ୍ଗୀ ତ ନୁହଁନ୍ତି। ଏହା ମଧ୍ୟ ପ୍ରଶ୍ନ କରାଯିବଯେ ସେ ଅନେକ ସାଥିଙ୍କ ସହିତ ରହୁନାହାନ୍ତିତ। ଜଣାଇବୁଯେ ଭାରତରେ…

ଟଙ୍କା ଦିଅ ରକ୍ତ ନିଅ : ଦଲାଲଙ୍କ ଜାଲରେ ଫସୁଛନ୍ତି ରୋଗୀ

ନବରଙ୍ଗପୁର : ଏମିତି କି ସମୟ ଆସିଲା ଶେଷକୁ ରକ୍ତ ଦେବାନେବାରେ ମଧ୍ୟ ଦଲାଲି ଆରମ୍ଭ ହୋଇଗଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀମାନେ ଏପରି ଅଭିଯୋଗ କରିଛନ୍ତି। ହସପିଟାଲର କିଛି ତଳିଆ କର୍ମଚାରୀ ଏବଂ ଦଲାଲ ମିଶି ଏହି ଏହି ନେଟୱାର୍କ ଚଳାଇଥିବା ଜଣାପଡିଛି।…

ରକ୍ତଦାନ କରି ଜନ୍ମଦିନ ପାଳିଲେ ଡାକ୍ତର

ନବରଙ୍ଗପୁର: ରକ୍ତଦାନ କରି ମେଡିକାଲରେ ନିଜର ଜନ୍ମଦିନ ପାଳିଲେ ଡାକ୍ତର। ନିଜେ ରକ୍ତଦାନ କରିବା ସହ ଶୁଭେଛୁମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ରୋଗୀଙ୍କ ପାଇଁ ସଂଗ୍ରହ କଲେ ୨୫ ୟୁନିଟ୍ ରକ୍ତ। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବବ୍ରତ ଡାକୁଆ ଏଭଳି ଏକ ନିଆରା…

“ରକ୍ତ ଦାନର ବାର୍ତା “: ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା

ପଶ୍ଚିମବଙ୍ଗ: ରକ୍ତ ଅଭାବରୁ କାହାରି ମୃତ୍ୟୁ ହେବନାହିଁ ଏଣୁ ସମସ୍ତ ସୁସ୍ଥ ଲୋକେ ନିଜ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦରକାର ଏଭଳି ସଚେନତା ବାର୍ତା ନେଇ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀ ଶିବଲାଲ ବେଶରା। ଜୁଲାଇ ୧ରୁ ପଶ୍ଚିମବଙ୍ଗ ସ୍ଥିତ…