Browsing Tag

brahmos missile

ଆଣ୍ଟି ସିପ୍‌ ଭର୍ସନ ସୁପରସୋନିମ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ଶେଷ, ବଢ଼ିଲା ଭାରତୀୟ ନୌସେନା ଶକ୍ତି

ଆଣ୍ଟି ସିପ୍‌ ଭର୍ସନ ସୁପରସୋନିମ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ଶେଷ ହୋଇଛି । ଆଇଏନ୍‌ଏସ୍‌ ରଣବିଜୟରୁ ଉତ୍‌କ୍ଷେପଣ ହୋଇଛି ଏହି ମିସାଇଲ । ଭାରତୀୟ ନୌସେନା ପକ୍ଷରୁ ଏହାର ସଫଳ ଉତ୍‌କ୍ଷେପଣ କରାଯାଇଛି । ପଡୋଶୀ ଶତ୍ରୁ ଦେଶ ସହ ଉତ୍ତେଜନା ଜାରି ରହିବା ମଧ୍ୟରେ ବଢ଼ିବାରେ…

ବ୍ରହ୍ମୋସର ପରୀକ୍ଷଣ ସଫଳ, ଆରବ ସାଗରରେ ସଠିକ୍‌ ଭାବେ କଲା ଲକ୍ଷ୍ୟଭେଦ

ଭାରତୀୟ ନୌସେନା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି। ଏହି ଟେଷ୍ଟ ସ୍ୱଦେଶୀ ଷ୍ଟିଲ୍‌ଥ ବିଧ୍ୱଂସକ ଆଇଏନ୍‌ଏସ୍‌ ଚେନ୍ନାଇରୁ କରାଯାଇଛି। ଏ ଅବସରରେ ମିସାଇଲ ଆରବ ସାଗରରେ ଥିବା ନିଜ ଲକ୍ଷ୍ୟକୁ ପିନ୍‌ ପଏଣ୍ଟରେ ସଫଳତାପୂର୍ବକ ହିଟ୍‌ କରିଛି। ଭାରତୀୟ ନୌସେନା ବ୍ରହ୍ମୋସ…

ଭାରତରେ କେମିତି କରାଯାଏ ମିସାଇଲର ନାମକରଣ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନିକଟରେ ଭାରତ ଶୌର୍ଯ୍ୟ ଓ ସ୍ମାର୍ଟ ମିସାଇଲର ସଫଳ ପରୀକ୍ଷଣ କରିଛି। ଏସବୁ ମିସାଇଲ ଭାରତର ସାମରିକ ଶକ୍ତିକୁ ଆହୁରି ମଜଭୁତ କରେ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ମିସାଇଲମାନଙ୍କର ନାମକରଣ କେମିତି କରାଯାଏ? ପୃଥ୍ଵୀ, ଆକାଶ, ଅଗ୍ନି, ବ୍ରହ୍ମୋସ ଆଦି ମିସାଇଲର…

ବାଲେଶ୍ଵର ଚାନ୍ଦିପୁରରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

ବାଲେଶ୍ଵର (କେନ୍ୟୁଜ୍‌): ବାଲେଶ୍ଵର ଚାନ୍ଦିପୁରରୁ ସୁପରସୋନିକ କ୍ରୁଜ଼ ମିସାଇଲ ବ୍ରହ୍ମୋସ୍‌ ର ସଫଳ ପରୀକ୍ଷଣ । ଏହି ମିସାଇଲ ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ…

ଚାନ୍ଦିପୁର ତିନି ନମ୍ବର ଲଞ୍ଚପ୍ୟାଡ୍‌ରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ତିନି ନମ୍ବର ଲଞ୍ଚପ୍ୟାଡ୍‌ରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସକାଳ ୧୦ଟା ୧୯ରେ ଉତ୍‌କ୍ଷେପଣ କରାଯାଇଥିଲା । ଏହି ମିସାଇଲ୍‌ର ଲମ୍ବ ୮ ଦଶମିକ ୪ ମିଟର ଓ ଚଉଡା ୦.୬ ମିଟର । ମିଶାଇଲ୍‌କୁ ଭାରତୀୟ ସ୍ଥଳ…