ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନକଲି ଭିଡିଓ ମାମଲା: ତେଲଙ୍ଗାନା ସିଏମ୍ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡିଆରେ ଭାଇରାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନକଲି ଭିଡିଓ ମାମଲାରେ ସୋମବାର ଦିଲ୍ଲୀ ପୋଲିସ ତେଲଙ୍ଗାନା ସିଏମ୍ ତଥା କଂଗ୍ରେସ ନେତା ରେଭନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ପୋଲିସ ସିଏମ୍ ରେଡ୍ଡୀଙ୍କୁ ସେ ବ୍ୟବହାର କରୁଥିବା ସମସ୍ତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ସହିତ ପଚରାଉଚରା…
Read More...