ପୁଣି ଥରିଲା ତାଇୱାନ, ଗୋଟିଏ ମାସରେ ତିନି ଥର ଅନୁଭୂତ ହେଲା ଭୂକମ୍ପ
ତାଇୱାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ପ୍ରାୟ ୬.୧ ଆକଳନ କରାଯାଇଛି । ଚଳିତ ମାସରେ ତାଇୱାନରେ ଏହା ହେଉଛି ଦ୍ୱିତୀୟ ବଡ଼ ଭୂକମ୍ପ । ଏହାପୂର୍ବରୁ ମାସ ଆରମ୍ଭରେ ଏଠାରେ ୭.୧ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୭ ଜଣ ଲୋକ ପ୍ରାଣ ହରାଇଥିଲେ ।
ପାଣିପାଗ ବିଭାଗ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଶର ପୂର୍ବ ଭାଗରେ ଥିଲା । ଶନିବାର ଦିନ ଏହି ଭୂକମ୍ପ ହାୱଲିନଙ୍କୁ ଥରାଇ ଦେଇଛି ।…
Read More...