Odisha News
.

ବିଦା ହେଲା ପାକିସ୍ତାନ, ଫାଇନାଲରେ ଭାରତକୁ ଭେଟିବ ବାଂଲାଦେଶ

ଆବୁଧାବି: ଶେଷ ସୁପର୍-୪ ମ୍ୟାଚ୍ରେ ପାକିସ୍ତାନକୁ ୩୭ ରନରେ ହରାଇ ବାଂଲାଦେଶ ଫାଇନାଲରେ ପହଞ୍ଚିଯାଇଛି। ଗତ ଥର ମଧ୍ୟ ଭାରତ ଓ ବାଂଲାଦେଶ ଫାଇନାଲ୍ ଖେଳିଥିଲେ। ଏସିଆ କପ୍ ର ଫାଇନାଲ୍ ମ୍ଯାଚ୍ ରେ ଶୁକ୍ରବାର ଭାରତ ପୁଣି ଥରେ ଭେଟିବ ବାଂଲାଦେଶକୁ। ଭାରତର ସପ୍ତମ ଥର ପାଇଁ ଟ୍ରଫି ବିଜୟ ଲକ୍ଷ୍ୟରେ ରହିବ। ସେହିଭଳି ତୃତୀୟ ଥର ଫାଇନାଲ୍ ଉଠିଥିବା ବାଂଲାଦେଶ ଭାରତ ଠାରୁ ପ୍ରତିଶୋଧ ନେଇ ପ୍ରଥମ ଥର ବିଜେତା ହେବା ଲକ୍ଷ୍ୟରେ ରଖିବ।

Leave A Reply

Your email address will not be published.