୧୦୭ ବର୍ଷରେ ଭୋଟ୍ ଦେବେ ହାଡୁ ଅଜା
ଭଞ୍ଜନଗର (କେନ୍ୟୁଜ) : ବହୁତ ଜଙ୍ଗଲ ବଡ ଅତିକ୍ରମ କରିବା ପରେ ଆମେ ଶେଷରେ ପହଁଚିଥିଲୁ ଗୋଟେ ଗାଁରେ । କାହିଁକିନା ଉକ୍ତ ଗାଁ ବିଷୟରେ ଆମେ ବହୁତ ଶୁଣିଥିଲୁ । ବର୍ତ୍ତମାନ ନିର୍ବାଚନ ମାହୋଲରେ ଏହି ଗାଁ ତ ଭାରି ଚର୍ଚ୍ଚାରେ ରହିଛି । କାହିଁକିନା ଏହି ଗାଁରେ ଅଛନ୍ତି ଏମିତି ଜଣେ ଭୋଟର ତାଙ୍କ ବୟସ ୧୦୭ ବର୍ଷ । ଏହି ଗାଁର କିଛି ଶତାୟୁ ଭୋଟରଙ୍କୁ ନେଇ ଏତେ ଚର୍ଚ୍ଚା ହେଲା ଯେ ଆମେ ବି ଆଉ ରହିପାରିଲୁନି ପହଁଚିଗଲୁ ଯାଇ ସିଧା…
Read More...