ପରିବା ବିକିଲେ ଚଳିଥାନ୍ତା ଘର, କିନ୍ତୁ ଆଜିର ସକାଳ ସବୁକିଛି କରିଦେଲା ଶେଷ
ବ୍ରହ୍ମପୁର (କେନ୍ୟୁଜ) : ପରିବା ଆଣିଲେ ଲୋକଙ୍କୁ ବିକ୍ରି କରିଥାନ୍ତେ । ପରିବା ବିକି କଣ ଦୁଇ ପଇସା କରିଥାନ୍ତେ । ସବୁଦିନ ଭଳି ଆଜି ବି ବଡି ଭୋରରୁ ବାହାରିପଡିଥିଲେ ମାଳତୀ । ପରିବା କିଣି ତାକୁ ବିକ୍ରି କରିବେ ଆଉ କାନିରେ ଦୁଇ ପଇସା ବାନ୍ଧି ଘରକୁ ଯିବେ । କିନ୍ତୁ ସୋମବାର ସକାଳ ମାଳତୀଙ୍କ ପାଇଁ ସାଜିଲା କାଳଦିନ ।
ପରିବା ବଜାରରେ ଚଳପ୍ରଚଳ କରୁଥାନ୍ତି ଲୋକେ । ସକାଳୁ ସକାଳୁ ସତେଜ ପରିବା ନେବାକୁ ଲୋକେ ଲଗାଇଥାନ୍ତି…
Read More...