ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ମନ୍ଦିରର ଉନ୍ନତି ପାଇଁ କଲେ ଆଲୋଚନା
ବୌଦ୍ଧ (କେନ୍ୟୁଜ୍): ବୌଦ୍ଧ ଗସ୍ତରେ ଯାଇ ରଘୁନାଥ ମନ୍ଦିରରେ ଦର୍ଶନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ବୌଦ୍ଧ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତଙ୍କ ସହ ରଘୁନାଥ ମନ୍ଦିର ଯାଇ ପ୍ରଭୁ ରଘୁନାଥଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ମା ଦୁର୍ଗାଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ମନ୍ଦିର ପରିସରରେ ବିଭିନ୍ନ ବର୍ଗର ଲୋକଙ୍କ…
Read More...