ବିହାରରୁ ଉତ୍ତରପ୍ରଦେଶକୁ ଚୋରାଚାଲାଣ ହେଉଥିବା ୯୫ ଶିଶୁ ଉଦ୍ଧାର, ସମସ୍ତଙ୍କ ବୟସ ୪ରୁ୧୨ ବର୍ଷ
ଉତ୍ତରପ୍ରଦେଶ ଶିଶୁ ଆୟୋଗ ୯୫ ପିଲାଙ୍କୁ ଉଦ୍ଧାର କରିଛି । ଏମାନଙ୍କୁ ବେଆଇନ ଭାବେ ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଚୋରା ଚାଲାଣ ହେଉଥିବା ଅନୁମାନ କରାଯାଉଛି ।
ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ସୂଚନା ଦେଇଥିଲେ । ଆଜି ସକାଳ ୯ଟାରେ ସୁଚିତ୍ର…
Read More...