ତାଜମହଲରେ କେତେ ମାର୍ବଲ ଲାଗିଛି ଓ ଏହାର ଦାମ କେତେ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ପ୍ରେମର ପ୍ରତୀକ ତାଜ ମହଲ । ଏହାର ନାଁ ଶୁଣିଲେ ଶାହଜାହାନ ଏବଂ ମୁମତାଜଙ୍କ କଥା ମନେ ପଡ଼ିଯାଏ । ଯାହା ବର୍ତ୍ତମାନ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ । ଇତିହାସ ଅନୁସାରେ, ତାଜମହଲର ନିର୍ମାଣ ୧୬୩୧ ମସିହାରେ ଆରମ୍ଭ ହୋଇଥିଲା, ଯାହାକି ସମ୍ପୂର୍ଣ୍ଣ ହେବାକୁ ୪ ବର୍ଷ ସମୟ ଲାଗିଥିଲା ଅର୍ଥାତ ୧୬୫୩ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ମୁମତାଜଙ୍କ ସ୍ମୃତିରେ ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ । ଏହି…
Read More...