ବୃଦ୍ଧ ବାସୁଲେଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ, ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ
ଚୈତ୍ର ମାସ ଆରମ୍ଭ ହେବା ମାତ୍ରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ପୂଜା ଆରମ୍ଭ ହୋଇଯାଏ । ସେହିପରି ଯାଜପୁର ବ୍ଲକ ଉପର ବରୁହାଁ ଗ୍ରାମରେ ବୃଦ୍ଧ ବାସୁଲେଇ ପୀଠରେ ବାର୍ଷିକଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ଠାରୁ ଏହି ଯଜ୍ଞ ଆରମ୍ଭ ହୋଇଥାଏ । ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଯଜ୍ଞରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ…
Read More...