Odisha News
.
Browsing Tag

bribe 25 thousand to poor farmer

ନାୟବ ତହସିଲଦାର ମାଗିଲେ ୨୫ ହଜାରର ଲାଞ୍ଚ ତ ଗରିବ କୃଷକ ନିଜ ମଇଁଷିକୁ ଆଣି ବାନ୍ଧିଦେଲେ ବାବୁଙ୍କ କାରରେ

ମଧ୍ୟପ୍ରଦେଶର ସିରୋଜରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି I ଏଠାରେ ଜଣେ ନାଏବ ତହସିଲଦାର ଏକ ଗରିବ କୃଷକକୁ ୨୫ ହାଜର ଟଙ୍କାର ଲାଞ୍ଚ ମାଗିଥିଲେ I ଯାହାପରେ କରଜରେ ବୁଡି ରହିଥିବା କୃଷକ ଜଣକ ନିଜର ମଇଁଷିକୁ ତହସିଲଦାରଙ୍କ କାରରେ ବାନ୍ଧି ଦେଇଥିଲେ I जी हां ये है मध्य…