Browsing Tag

bus services in odisha

ସ୍ୱାଭାବିକ ହେଲା ବସ୍ ଚଳାଚଳ: କଟକ ବାଦାମବାଡି ଓ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସକାଳ ୬ଟାରୁ ଗଡିଲା ବସ୍

ଭୁବନେଶ୍ୱର(କେନ୍ଯୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଛି ବସ୍‌। ଫଳରେ ଯାତ୍ରୀମାନେ ଆଶ୍ୱସ୍ଥି ହୋଇଛନ୍ତି। କଟକ ବାଦାମବାଡି ବସ୍‌ଷ୍ଟାଣ୍ଡ ଓ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସକାଳ ୬ଟାରୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ଯେତିକି ସିଟ୍‌…

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି, ଅନୁମତି ଦେଲେ ସରକାର

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସବୁଠି ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି ଅର୍ଥାତ୍ ଅନ୍ତଃଜିଲ୍ଲା ବସ୍‌ ଚଳାଚଳ ଆରମ୍ଭ ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ସିଟି ବସ୍ ଚଳାଚଳ ମଧ୍ଯ…