କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ
ବାସୁଦେବପୁର : ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଟ୍ରକ ଛିଡ଼ା ହୋଇଥିବା ବେଳେ ଅଚାନକ ନିଆଁ ଲାଗିଯାଇଛି । ପରେ ଦମକଳ ବାହିନୀ ନିଆଁକୁ ଲିଭାଇଥିବା ଦେଖିବାକୁ ମିଳିଛି । ହେଲେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ଅତ୍ୟଧିକ ଗରମରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ଗତକାଲି ରାତିରୁ ଉକ୍ତ କୋଇଲା ବୋଝେଇ ଟ୍ରକ 32 ଟନ କୋଇଲା ବୋଝେଇ କରି ଜାମୁଝାଡି ଅଭିମୁଖେ ଯାଉଥିବା ସମୟରେ…
Read More...