Browsing Tag

Car mows down pedestrians in Chhattisgarh

ଭସାଣୀ ଶୋଭାଯାତ୍ରାରେ ଯାଉଥିବା ବେଳେ ମାଡ଼ିଗଲା କାର, ୧ ମୃତ ୧୬ ଆହତ

ନୂଆଦିଲ୍ଲୀ : ଭସାଣୀ ଶୋଭାଯାତ୍ରାରେ ଯାଉଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର । ଏଥିରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୬ ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଘଟଣା ଘଟିଛି ଛତିଶଗଡ଼ ଯଶପୁର ଜିଲ୍ଲାରେ…