କଂଗ୍ରେସ ତାଲିକା : ବାରବାଟୀ କଟକରେ ମୋକିମ୍ଙ୍କ ଝିଅ ସୋଫିଆ ପ୍ରାର୍ଥୀ
ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ୨ ଲୋକସଭା ଓ ୮ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସମ୍ବଲପୁର ଲୋକସଭା - ନଗେନ୍ଦ୍ର ପ୍ରଧାନ, କଟକ ଲୋକସଭା - ସୁରେଶ ମହାପାତ୍ର, ବାରବାଟୀ -କଟକ ବିଧାୟିକା ପ୍ରାର୍ଥୀ - ସୋଫିଆ ଫିରଦୋସ ।
Read More...