ସ୍କୁଟିକୁ ଚାପିଦେଲା ଟ୍ରକ, ଘଟଣାସ୍ଥଳରେ ଦୁଇ ୨ ମୃତ
କଟକ (କେନ୍ୟୁଜ): ଚାପିଦେଲା ଟ୍ରକ, ୨ ମୃତ । କଟକ ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ ଦୁଇ ଜଣ ଯୁବକ ଭୁବନେଶ୍ବରରୁ କଟକ ସ୍କୁଟିରେ ଆସୁଥିବାବେଳେ ଦ୍ରୁତ ଗତିରେ ଆସି ଟ୍ରକ ଚଢାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ସେମାନଙ୍କ ପରିଚୟ ମିଳିପାରିନାହିଁ…
Read More...