Below header

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ

ଗଜପତି (କେନ୍ୟୁଜ): ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ । ଗଜପତି ଜିଲ୍ଲା ଗୁରୁଣ୍ଡି ଥାନା ଅନ୍ତର୍ଗତ ସରଧାପୁର ନିକଟରେ ହତ୍ୟାକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗା ଓ କାତି ସାହାଯ୍ୟରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକ ହେଲେ ଭିନଳା ଗାଁର ପ୍ରଶାନ୍ତ ଜେନା । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ସୂଚନା ଦେଇଛି ।
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ

ମେଷ: ଆଜି ଦିନରେ କିଛି ନୂଆ ଉପହାର ମିଳିପାରେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ ପୂରା ହୋଇଯିବ । କିଛି ନୂଆ ଅନୁଭୂତି ପ୍ରାପ୍ତି ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆୟ ମଧ୍ୟ ବୃଦ୍ଧି ହୋଇପାରେ । ଲଭ୍‌ମେଟ୍‌ଙ୍କ ପାଇଁ ଦିନଟିରେ ମଧୁରତା ଭରିଯିବ । ବୃଷ: ଆଜି ଆପଣଙ୍କ ଦିନଟି ଭଲରେ ଆରମ୍ଭ ହେବ । କୌଣସି କାମରୁ ଲାଭ ମିଳିବ । କାମ ସହଜରେ ପୂରା ହେବ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ ।…
Read More...

କ୍ରୀଡା