ଆମେରିକା: ଇଡାହୋରେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା, ୬ ଜଣଙ୍କ ମୃତ୍ୟୁ; ୧୦ ଆହତ
ଆମେରିକାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏଠାରେ ଇଡାହୋ ଜଳପ୍ରପାତ ନିକଟରେ ଶନିବାର ଦୁଇଟି ଗାଡ଼ି ଭାରସାମ୍ୟ ହରାଇ ପରସ୍ପର ସହ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଗାଡ଼ିଗୁଡିକ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଭାଙ୍ଗି ଚୁର୍ମାର ହୋଇଯାଇଥିଲା । ଗାଡ଼ି ଦୁଇଟିର ଛାତ ଉଡ଼ିଯାଇଥିଲା । ଖବର ପାଇ ପୋଲିସ ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ…
Read More...