ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା
କଣ୍ଟାବାଞ୍ଜି : ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା । ବାଇକକୁ ଧକ୍କା ଦେଇ ଡିକିରୁ ବଙ୍ଗୋମୁଣ୍ଡା ପିଇଓଙ୍କ ଠାରୁ ୪ ଲକ୍ଷ ୬୪ ହଜାର ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି - ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରା ଠାରେ ଦିନ ଦ୍ୱିପ୍ରହରରେ ଲୁଟ୍। ଚଳନ୍ତା ବାଇକକୁ ଧକ୍କା ଦେଇ ମାରଣାସ୍ତ୍ର ଦେଖାଇ ବାଇକର ଡିକି ଭାଙ୍ଗି ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।…
Read More...