ହୁହୁ ହୋଇ ଜଳୁଛି ଶିମିଳିପାଳ: ବନ୍ୟଜନ୍ତୁ କଲବଲ
କରଞ୍ଜିଆ (କେନ୍ୟୁଜ): ଦିନ ରାତି ଜଳୁଛି ଶିମିଳିପାଳ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୨ଟି ପଏଣ୍ଟରେ ନିଆଁ ଲାଗିଥିଲା । ଆଜି ସକାଳୁ ସକାଳୁ ଅଭୟାରଣ୍ୟର ୩୫ ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳରେ ୨୨ଟି ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୧୩ ଟି ପଏଣ୍ଟରେ ନିଆଁ ଲାଗିଥିବା RCCF ସୂଚନା…
Read More...