AIର ହଠାତ ଲୋକପ୍ରିୟତା ଦେଖି ସୁନ୍ଦର ପିଚାଇ ଗୁଗଲରେ ଜାରି କଲେ ‘କୋଡ଼୍ ରେଡ୍’
ଜେନେରେଟିଭ୍ AIର ଦ୍ରୁତ ଗତିର ବୃଦ୍ଧି ଗତ କିଛି ବର୍ଷ ମଧ୍ୟରେ ଟେକନିକାଲ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି । AIର ହଠାତ୍ ଏଭଳି ଲୋକପ୍ରିୟତା ଦେଖି ଟେକ୍ ଜିଆଣ୍ଟ୍ ଗୁଗଲ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଗୁଗଲ୍ ସିଇଓ ସୁନ୍ଦର ପିଚାଇ ନିକଟରେ କହିଛନ୍ତି ଯେ ସେ ପୂର୍ବରୁ AI ର ଗୁରୁତ୍ୱ ବିଷୟରେ ଜାଣି ପାରିଥିଲେ । କିନ୍ତୁ ଜନସାଧାରଣଙ୍କ ମଧ୍ୟରେ AI ପ୍ରତି ଥିବା ଅତ୍ୟଧିକ ଆଗ୍ରହ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…
Read More...