Odisha News
.

ଏକଜାକ୍‌ଟ ନୁହେଁ, ଏକଜିଟ୍‌ ପୋଲ୍‌

ଆଜି ଶେଷ ହୋଇଛି ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ । ଆଉ ନିର୍ବାଚନ କମିଶନ୍‌ଙ୍କ ସମୟ କଟକଣା ପରେ ସନ୍ଧ୍ୟା ସାଢ଼େ ୬ଟାରୁ ଚାଲିଛି ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ୍‌ । ଆସନ୍ତୁ ନଜର ପକାଇବା କିଛି ଜାତୀୟ ଗଣମାଧ୍ୟମ କି ପ୍ରକାର ଆକଳନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ବା ମେଣ୍ଟର ଲୋକସଭାରେ ସ୍ଥିତିକୁ ନେଇ ।

ଟାଇମ୍ସ ନାଓ
ଏନଡିଏ -୩୦୬
କଂଗ୍ରେସ-୧୩୨
ମହାମେଣ୍ଟ -୨୦
ଅନ୍ୟାନ-୮୪

ରିପବ୍ଲିକ ଟିଭି
ଏନଡିଏ-୨୮୭
କଂଗ୍ରେସ-୧୨୮
ମହାଗଠବନ୍ଧନ-୪୦
ଅନ୍ୟାନ୍ୟ-୮୭
ନ୍ୟୁଜ ନେସନ୍‌
ବିଜେପି-୨୮୬
ୟୁପିଏ-୧୨୨
ଅନ୍ୟାନ୍ୟ-୧୩୪

ଅନ୍ୟ ରାଜ୍ୟର ଏକଜିଟ୍‌ ପୋଲ୍‌
ବିହାର (୪୦) (ଟାଇମ୍ସ ନାଓ )
ବିଜେପି-୩୦
କଂଗ୍ରେସ-୧୦
କର୍ଣ୍ଣାଟକ (ପୋଲ ଅଫ ପୋଲ୍ସ)
ଏନ୍‌ଡିଏ-୨୧
ୟୁପିଏ-୭
କର୍ଣ୍ଣାଟକ (୨୮) ଟାଇମ୍ସ ନାଓ
ବିଜେପି-୨୧
କଂଗ୍ରେସ-୭
ଉତ୍ତର ପ୍ରଦେଶ (୮୦) (ପୋଲ ଅଫ ପୋଲ୍ସ)
ଏନ୍‌ଡିଏ-୪୩
ୟୁପିଏ-୨
ମହାମେଣ୍ଟ -୩୫
ଉତ୍ତରପ୍ରଦେଶ (୮୦) (ରିପବ୍ଲିକ)
ଏନ୍‌ଡିଏ-୩୮
ୟୁପିଏ-୨
ମହାମେଣ୍ଟ -୪୦
ଉତ୍ତର ପ୍ରଦେଶ (୮୦) (ଟଇମ୍ସ ନାଓ)
ବିଜେପି-୫୮
ମହାମେଣ୍ଟ -୨୦
କଂଗ୍ରେସ-୨
ତେଲେଙ୍ଗାନା (୧୭) ଟାଇମ୍ସ ନାଓ
ବିଜେପି-୧
କଂଗ୍ରେସ-୨
ଟିଆରଏସ-୧୩
ଏଆଇଏମ ଆଇଏମ-୧
ହରିୟାଣା (୧୦) ଟାଇମ୍ସ ନାଓ
ବିଜେପି-୮
କଂଗ୍ରେସ-୦୨
ଗୁଜରାଟ (୨୬) ଟାଇମ୍ସ ନାଓ
ବିଜେପି-୨୩
କଂଗ୍ରେସ-୩

Leave A Reply

Your email address will not be published.