Odisha News
.

କେନ୍ଦ୍ରାପଡ଼ାର ଏକ ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧା ମୃତ

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ୍‌): ସାମୁଦ୍ରିକ ଝଡ଼ ‘ଫନି’ରେ ଥରହର ସାରା ରାଜ୍ଯ। ତେବେ ଏହା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ବାତ୍ୟା ଆଶ୍ରୟସ୍ଥଳରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ।

Leave A Reply

Your email address will not be published.