ସୋଢି ନିଖୋଜ, ଉଲଟା ଚଷମାର ସୋଢି ଚରିତ୍ରରେ କରିଥିଲେ ଅଭିନୟ
ସୋଢି ନିଖୋଜ। ଲୋକପ୍ରିୟ କମେଡି ଓ ପାରିବାରିକ ସିରିଏଲ ତାରକ ମେହଟ୍ଟା କା ଉଲଟା ଚଷମାର ସୋଢି ଚରିତ୍ରରେ ଅଭିନୟ କରିଥିବା ଗୁରୁଚରଣ ସିଂ ନିଖୋଜ ହୋଇଛନ୍ତି। ୪ଦିନ ଧରି ତାଙ୍କ ସହ ଯୋଗାଯୋଗ ହୋଇନପାରିବା ଓ ଫୋନ ବନ୍ଦ ରହିଥିବାରୁ ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପ୍ରିଲ ୨୨ତାରିଖରେ ସେ ଦିଲ୍ଲୀ ବିମାନବନ୍ଦରରୁ ମୁମ୍ବାଇ ଅଭିମୂଖେ ଯାତ୍ରା କରିଥିଲେ। କିନ୍ତୁ ସେ ମୁମ୍ବାଇରେ ପହଞ୍ଚିନାହାନ୍ତି। ଏହା ପରେ ତାଙ୍କ ବାପା…
Read More...