ବଜାରକୁ ଆସିଲା ଗାଲେକ୍ସି ବୁକ 3, ଜାଣନ୍ତୁ ଏହାର ଫିଚର ଓ ଦାମ
କେନ୍ୟୁଜ୍(ବ୍ୟୁରୋ): ସାମସଙ୍ଗ ପକ୍ଷରୁ ଗାଲେକ୍ସି ବୁକ 3ର ପ୍ରି ବୁକିଙ୍ଗ ଆରମ୍ଭ ହୋଇଯାଇଛି । ଗାଲେକ୍ସି ଅନ୍ପ୍ୟାକ୍ ଇଭେଣ୍ଟରେ ସାମସଙ୍ଗ ପକ୍ଷରୁ ଏହାର ଘୋଷଣା କରାଯାଇଛି । ଏହି ଲାପଟପରେ ଆପଣ ମଲଟି ଡିଭାଇସର ଅନୁଭବ ପାଇ ପାରିବେ । ଗାଲେକ୍ସି ବୁକ୍ 3ରୁ ୟୁଜର ତାଙ୍କର ଗାଲେକ୍ସି ଟାବ ଓ…