ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ମୁସଲିମ୍ ପକ୍ଷଙ୍କୁ ଝଟ୍କା, ସୁପ୍ରିମ୍କୋର୍ଟ ଖାରଜ କଲେ ମସ୍ଜିଦ କମିଟିର ଆବେଦନ
ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ସୁପ୍ରିମକୋର୍ଟ ମସ୍ଜିଦ କମିଟିର ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି । ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ହାଇକୋର୍ଟ ଏହି ବିବାଦ ସହ ଜଡିତ ୧୫ଟି ମାମଲାକୁ ଏକାଠି କରି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ।
ହାଇକୋର୍ଟ କହିଛନ୍ତି ଯେ ଏହି ସମସ୍ତ ମକଦ୍ଦମା ସମାନ ପ୍ରକାରର, ଯେଉଁଥିରେ ସମାନ ପ୍ରକାରର ପ୍ରମାଣ ଆଧାରରେ…
Read More...