ସାବାଡ ହେବେ ଅମାନିଆ, ଟ୍ରାଫିକରେ ରେଡ୍ ଲାଇଟ୍ ଟପିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର (କେନ୍ୟୁଜ): ଏବେ ସାବାଡ ହେବେ ଅମାନିଆ ଡ୍ରାଇଭର । ରାଜଧାନରେ ଦୁର୍ଘଟଣା ରୋକିବାକୁ ଅନେକ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍ । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟା ଅଙ୍କର ଫାଇନ ଆଦାୟ ସହ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରି କୋର୍ଟ ଚାଲାଣ କରିବ ପୋଲିସ । ଅମାନିଆ…
Read More...