ସାଉଥ ଅଭିନେତ୍ରୀ ଅରୁନ୍ଧତୀ ନାୟର ଦୁର୍ଘଟଣାରେ ଗୁରୁତର, ଭେଣ୍ଟିଲେଟରରେ ଜୀବନମରଣ ସହିତ କରୁଛନ୍ତି ସଂଘର୍ଷ
ତାମିଲ ଏବଂ ମାଲାୟଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର ଦୁର୍ଘଟଣାର ଶିକାର ହୋଇଛନ୍ତି । ଅରୁନ୍ଧତୀ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତେଣୁ ତାଙ୍କୁ ତିରୁଅନନ୍ତପୁରମର ଅନନ୍ତପୁରୀ ହସପିଟାଲରେ ଭେଣ୍ଟିଲେଟରରେ ରହିଛନ୍ତି । ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।
ଅରୁନ୍ଧତୀଙ୍କ ଭଉଣୀ ଅରାଥୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ବୟାନ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ମୋ…
Read More...