ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର, କ୍ୱିଣ୍ଟାଲ ପିଛା MSP ୧୯୪୦ ଟଙ୍କା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର । ଧାନ କ୍ୱିଣ୍ଟାଲ ପିଛା MSP ୧୯୪୦ ଟଙ୍କା ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ୨୦୨୦-୨୧ରେ ଧାନ କ୍ୱିଣ୍ଟାଲ ପିଛା ଥିଲା ୧୮ ଶହ ୬୮ । ୨୦୨୧-୨୨ରେ ୧୯ ଶହ୪୦ ଟଙ୍କା ହେଲା । ବିଭିନ୍ନ ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ।

କ୍ୟାବିନେଟ୍‌ ନିଷ୍ପତ୍ତି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା ଦେଇଛନ୍ତି । ଏହା ସହ ବାଜରା, ହରଡ଼, ରାଶି, ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ବି ବଢ଼ିଲା । ରାଶି କ୍ୱିଣ୍ଟାଲ ୪୫୨, ବିରି ଓ ହରଡ଼ ୩ ଶହ ଟଙ୍କା ବଢ଼ିଲା ।

Leave A Reply

Your email address will not be published.