କୁକୁଡାକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଦୁଇ ଭାଇଙ୍କ ସହିତ ମୋଟ ୩ଜଣଙ୍କ ଜୀବନ
ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ମଣିଷ । ମୃତ୍ୟୁ କାହା ପାଇଁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି ଜାଣି ନଥାନ୍ତି । ଏକଥା ସତ ଯେ ଭଗବାନ କେତେବେଳେ ଯେ କଣ କାହା ସହ କରିବେ ତାହା କେହି କହିପାରିବେ ନାହିଁ । ଏଇ ଯେମିତି ଘଟିଛି ଗୋଟିଏ ଗାଁର ତିନି ବାଳକଙ୍କ ସହ । ତିନି ଜଣଙ୍କ ଭିତରୁ ଦୁଇ ଭାଇ ଥିବାବେଳେ ଆଉ ଜଣେ ସେହି ଗାଁର ରହିଥିବା କୁହାଯାଉଛି । ହେଲେ ଘଟଣା କଣ? ଘଟଣା ଏତେ ଦୁଃଖଦ ଯେ ଆପଣ ଜାଣିଲେ…
Read More...